Loading...
Smt. Sailabala Rout

Smt. Sailabala Rout

ଶିଶୁ ସାହିତ୍ୟିକା ଶୈଳବାଳା ରାଉତଙ୍କ ଜନ୍ମ ୧୯୫୯ ମସିହା ମାର୍ଚ୍ଚ ମାସ ୨୮ ତାରିଖରେ ବାଲେଶ୍ଵର ସହରସ୍ଥ ସୁନହଟ୍‌ଠାରେ । ବିବାହ ପରେ ସ୍ଵାମୀ ଶ୍ରୀଯୁକ୍ତ ହରିହର ରାଉତ (ଅଧିକ୍ଷଣ ଯନ୍ତ୍ରୀ) ଙ୍କ ସହିତ ଅଧୁନା ସେ ଭୁବନେଶ୍ୱରର ୟୁନିଟ- ୨ରେ ସ୍ଥାୟୀ ଭାବେ ଅବସ୍ଥାପିତା । ପାଠ ପଢ଼ିବା ସମୟରୁ ଲେଖିକାଙ୍କର ଲେଖାଲେଖି ପ୍ରତି ବେଶ୍‌ ଆଗ୍ରହ ଥିଲା । ଘର କାମ ସହିତ ତାଙ୍କର ବହୁ ଶିଶୁ ଗପ ଓ କବିତା ଓଡ଼ିଶାର ଖ୍ୟାତାନାମା ଶିଶୁ ପତ୍ର ପତ୍ରିକାରେ ପ୍ରକାଶ ପାଇ ଆଦରଲାଭ କରିପାରିଛି । ବିଶେଷକରି କ୍ଷୁଦ୍ର ପରିସରରେ ଗପଟି ଏ ସୃଷ୍ଟି କରିବାରେ ସେ ଖୁବ୍‌ ଧୂରୀଣ । ସେଥ୍ଵପାଇଁ ସୃଜନଶୀଳତା କ୍ଷେତ୍ରରେ ସେ ନିଜେ ହିଁ ନିଜର ପରିଚୟ ବୋଲି କହିବାକୁ ଦ୍ୱିଧା କରନ୍ତି ନାହିଁ । ଶ୍ରୀମତୀ ରାଉତ ଆହୁରି ଆହୁରି ଲେଖିଚାଲି ଥା'ନ୍ତୁ ଏବଂ ସାହିତ୍ୟ ଜଗତକୁ ସମୄଦ୍ଧ କରନ୍ତୁ - ଏତିକି କାମନା ।

Books by Smt. Sailabala Rout
Gurabe Namah

Gurabe Namah

ISBN: 9789359110639
275
Language: Odia
Published: 2023

Kedarnath

Kedarnath

ISBN: 9789359110646
285
Language: Odia
Published: 2023

Gaan Ti Ra Naa Sabei

Gaan Ti Ra Naa Sabei

ISBN: 9789355744296
139
Language: Odia
Published: 2023

Top